ଗ୍ରାମାଞ୍ଚଳ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା : ଘର ଘର ବୁଲି ଟେଷ୍ଟିଂ

ପୃଥକବାସ ପାଇଁ କିଟ୍‌, ପଲ୍‌ସ ଅକ୍ସିମିଟର ଓ ଥର୍ମୋମିଟର ଯୋଗାଣ ନୂଆଦିଲ୍ଲୀ : କରୋନା ସଂକ୍ରମଣ ଏବେ କେବଳ ସହରାଞ୍ଚଳରେ ସୀମିତ ରହିନାହିଁ। ଦେଶର ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଏହା ବହୁମାତ୍ରାରେ ବ୍ୟାପିଗଲାଣି। ତେଣୁ ଏସବୁ ଅଞ୍ଚଳରେ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ନୂଆ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରାଯାଇଛି। କରୋନା ରୋଗୀଙ୍କ ନିରୀକ୍ଷଣ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଟେଲି-ପରାମର୍ଶ ଭଳି … Continue reading ଗ୍ରାମାଞ୍ଚଳ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା : ଘର ଘର ବୁଲି ଟେଷ୍ଟିଂ